ଜୋ ହି ରାମ, ସୋ ହି ଜଗଦିଶା....

ଶ୍ରୀ ଜିଉମାନେ ବଡ଼ଦେଉଳରେ ବାରମାସରେ ବତିଶ ବେଶ ହୁଅନ୍ତି। ରଘୁନାଥବେଶ ବୈଶାଖ ଶୁକ୍ଳ ନବମୀ ତିଥି, ଗୁରୁବାର ହେବା ସହ ଶ୍ରବଣା ନକ୍ଷତ୍ର ମକର ରାଶିରେ ପଡ଼ିଲେ ହେଉଥିଲା। 

Spiritual

17
Apr
2024 11:46 PM


ଜୋ ହି ରାମ, ସୋ ହି ଜଗଦିଶା....