କାର୍ତ୍ତିକ ପୂର୍ଣ୍ଣିମା ବୋଇତ ବନ୍ଦାଣ ଓ ଉତ୍କଳୀୟ ନୌବାଣିଜ୍ଯ
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଯେଉଁ ପୂର୍ଣ୍ଣିମା ର ରହିଛି ଅନେକ କିମ୍ବଦନ୍ତୀ । ଯାହା ରାସ ପୂର୍ଣ୍ଣିମା ଦାମୋଦର ପୂର୍ଣ୍ଣିମା ତ୍ରିପୁରୀ ପୂର୍ଣ୍ଣିମା ଏବଂ ତ୍ରିପୁରାରୀ ପୂର୍ଣ୍ଣିମା ନାମରେ ନାମିତ ଏବଂ ଏହାକୁ ମଧ୍ୟ ଉତ୍ତର ଭାରତ ପଟେ ଦେବ ଦୀପାବଳି ନାମରେ ପାଳନ କରାଯାଏ । ପବିତ୍ରତମ କାର୍ତ୍ତିକ ମାସର ଶ୍ରେଷ୍ଠ ଦିନଟି ହେଉଛି କାର୍ତ୍ତିକ ପୂର୍ଣ୍ଣିମା ।
Culture
•
27
Nov 2023 4:03 PM
•
