Srujanee Logo

କବିତା -ଉତ୍ତର ଜୀବନ 

ପୁଳାଏ ଆଞ୍ଚୁଡା ଦାଗ ଓ ଅପୂରଣୀୟ କ୍ଷତକୁ  ଛାତିରେ ଜାବୁଡ଼ି ଧରି ଅବଶ୍ୟ ମୁଁ ବଢିପାରେ ମୋ ଉତ୍ତର ଜୀବନର ସନ୍ଧାନରେ, ଆଉ ଏକ ଅତୀତକୁ ମଧ୍ୟ ରଖିପାରେ ହୃଦୟର  ସିନ୍ଧୁକରେ ଲକ୍ କରି।

Personal

•

13
Mar
2024 10:26 PM

•


କବିତା -ଉତ୍ତର ଜୀବନ