କାଞ୍ଜି(Most delectable odia dish - Kanji )
ମାଆ ହାତର ସବୁଠୁ ସୁଆଦିଆ ଖାଦ୍ୟ ହେଉଛି କାଞ୍ଜି ।କେତେ ଧରଣର କାଞ୍ଜି କରୁଛି ଥିଲେ ସେ।ନାଆଁ ସବୁ ଗଣି ପକେଇଲେ ,ମୁନିକା ଶାଗ କାଞ୍ଜି,ଗନ୍ଧଣା ଶାଗ କାଞ୍ଜି,ଖୁଦ ଓ କୋଶଳା ଶାଗ କାଞ୍ଜି ତା'ପରେ ପରିବା କାଞ୍ଜି,ଆଉ ଟମାଟୋ କାଞ୍ଜି ତାଛଡା ତୋରାଣି କାଞ୍ଜି ଓ ପତ୍ର କୋବି କାଞ୍ଜି ଇତ୍ୟାଦି ।
Food
•
19
Jun 2024 8:18 PM
•

