କ୍ଷୀରଚୋରା ଗୋପୀନାଥ (ଭକ୍ତ ପାଇଁ ସାଜିଛନ୍ତି ଚୋର):-
'ମନ୍ଦିର ' ର ଶାନ୍ତମୟ ଓ ଭକ୍ତିମୟ ପରିବେଶ ଉଭୟ ମନ ଓ ଆତ୍ମା ରେ ଆଧ୍ୟାତ୍ମିକ ଭାବନା ସୃଷ୍ଟି କରାଇଥାଏ। ପ୍ରତ୍ୟେକ ଟି ଶୁଦ୍ଧ ଚିତ୍ତ ଆତ୍ମା ପରମାତ୍ମା ସହ ମିଶିବାକୁ ଚାହେଁ, ଯାହାର ପ୍ରକୃତ ମାଧ୍ୟମ ହେଉଛି ଆଧ୍ୟାତ୍ମିକ ଚିନ୍ତନ।
Spiritual
•
16
May 2024 10:29 PM
•
