'କ୍ରୋଧ ମାନବ ସଭ୍ୟତାର ଉହ୍ୟ ଶତ୍ରୁ ଓ ପ୍ରେମ ଜୀବନର ଆଧାର' :- 

'କ୍ରୋଧ ଓ ପ୍ରେମ ' ଦୁହେଁ  ହେଉଛନ୍ତି  ଜୀବନ ଅୟମାରମ୍ଭ ର ଦୁଇ ପଡୋଶୀ।  ତେବେ କେଉଁ ପାର୍ଶ୍ୱ କୁ ଆପଣ ଗ୍ରହଣ କରିବା ତାହା ନିଜ ଉପରେ ନିର୍ଭର କରୁଛି। କ୍ରୋଧ ଆଚରଣ କୁ ଆପଣେଇ ସଭିଙ୍କ ପାଖରେ ଅପ୍ରିୟ ହେବା ନା ପ୍ରେମ ବାଣ୍ଟି ସଭିଙ୍କୁ ଆପଣେଇ ନେବା? 

Lifestyle

28
Apr
2024 10:12 PM


'କ୍ରୋଧ ମାନବ ସଭ୍ୟତାର ଉହ୍ୟ ଶତ୍ରୁ ଓ ପ୍ରେମ ଜୀବନର ଆଧାର' :-