Srujanee Logo

ମାର୍ଚ୍ଚ 20-ପଖାଳ ଦିବସ 

ଯାହା ହଉ ପଖାଳ ଦିବସ ରେ ସମସ୍ତଙ୍କୁ ଅନେକ ଅନେକ ଶୁବେଛା... ଓଡିଆ ଙ୍କ ଅତି ପ୍ରିୟ ପଖାଳ କଂସା. ଗରିବର ଦୁଃଖ ବୁଝେ ଏଇ ପଖାଳ, ତେଣୁ ମୁଁ ଓଡିଆ ଆଉ ମୋ ପଖାଳ କଂସା ପାଇଁ ମୁଁ ଗର୍ବିତ 👍🙏ଭାବୁଛି ମୁଁ ଓଡିଆ ମୋ ପଖାଳ କଂସା ବଢିଆ ହେଇଥିବାରୁ ସମ୍ପୂର୍ଣ ତଥ୍ୟଟି ଆପଣ ମାନଙ୍କ ମନକୁ ଛୁଇଁବ 🙏

Food

•

20
Mar
2024 9:09 PM

•


ମାର୍ଚ୍ଚ 20-ପଖାଳ ଦିବସ