ମୋର ଅନୁଭୂତି ରେ ଭଦ୍ରକ ର ଦୋଳ ମେଲଣ 

ଆଜି ଆଉ ଜେଜେମା ଏ ଦୁନିଆ ରେ ନାହିଁ , ବନମାଳୀ ବି ବୁଢ଼ା ହୋଇ ଗଲାଣି କାମ ଆଉ କରି ପାରୁନି , ବୋଉ ର ବି ଜଲଦି ଫେରିବାକୁ ଆଉ ତାଗିଦ୍ ନାହିଁ ହେଲେ ମୋ ଭିତରେ ଆଉ ସେହି ଛୋଟ ବେଳର ମେଲଣ ବୁଲିବାର ଉତ୍ସାହ ନାହିଁ।

Festivals

27
Mar
2024 10:53 PM


ମୋର ଅନୁଭୂତି ରେ ଭଦ୍ରକ ର ଦୋଳ ମେଲଣ