#ମୃତ୍ୟୁ_ପୂର୍ବରୁ_ଭିଡିଓ_ବାର୍ତ୍ତା #ମମି_I_AM_Sorry ଲାଇଭ ଭିଡିଓ କରି ଜୀବନ ହାରିଲେ ସାମ୍ବାଦିକା ମୃତ ସାମ୍ବାଦିକଙ୍କ ନାଁ ମଧୁସ୍ମିତା ପରିଡା ସେ ଏକ ୱେବ ଚ୍ୟାନେଲରେ କାମ କରୁଥିଲେ। ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମଧୁସ୍ମିତା ବିବାହ କରି ଭୁବନେଶ୍ୱରରେ ରହୁଥିଲେ । ତାଙ୍କ ସ୍ୱାମୀ ବାହାରେ ରହୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି କ୍ୟାପିଟାଲ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। ତେବେ ଆତ୍ମହତ୍ୟା ପୂର୍ବରୁ ମଧୁସ୍ମିତା କରିଥିବା ଭିଡ଼ିଓରେ କ'ଣ କହୁଛନ୍ତି ଶୁଣନ୍ତୁ ... #love #husband #extramaritalaffairs #odisha

#ମୃତ୍ୟୁ_ପୂର୍ବରୁ_ଭିଡିଓ_ବାର୍ତ୍ତା #ମମି_I_AM_Sorry ଲାଇଭ ଭିଡିଓ କରି ଜୀବନ ହାରିଲେ ସାମ୍ବାଦିକା ମୃତ ସାମ୍ବାଦିକଙ୍କ ନାଁ ମଧୁସ୍ମିତା ପରିଡା ସେ ଏକ ୱେବ ଚ୍ୟାନେଲରେ କାମ କରୁଥିଲେ। ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମଧୁସ୍ମିତା ବିବାହ କରି ଭୁବନେଶ୍ୱରରେ ରହୁଥିଲେ । ତାଙ୍କ ସ୍ୱାମୀ ବାହାରେ ରହୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି କ୍ୟାପିଟାଲ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। ତେବେ ଆତ୍ମହତ୍ୟା ପୂର୍ବରୁ ମଧୁସ୍ମିତା କରିଥିବା ଭିଡ଼ିଓରେ କ'ଣ କହୁଛନ୍ତି ଶୁଣନ୍ତୁ ... #love #husband #extramaritalaffairs #odisha #OdishaReporter

Business

25
Jul
2024 6:52 AM


#ମୃତ୍ୟୁ_ପୂର୍ବରୁ_ଭିଡିଓ_ବାର୍ତ୍ତା
#ମମି_I_AM_Sorry
ଲାଇଭ ଭିଡିଓ କରି ଜୀବନ ହାରିଲେ ସାମ୍ବାଦିକା ମୃତ ସାମ୍ବାଦିକଙ୍କ ନାଁ ମଧୁସ୍ମିତା ପରିଡା ସେ ଏକ ୱେବ ଚ୍ୟାନେଲରେ କାମ କରୁଥିଲେ। ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମଧୁସ୍ମିତା ବିବାହ କରି ଭୁବନେଶ୍ୱରରେ ରହୁଥିଲେ । ତାଙ୍କ ସ୍ୱାମୀ ବାହାରେ ରହୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି କ୍ୟାପିଟାଲ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। ତେବେ ଆତ୍ମହତ୍ୟା ପୂର୍ବରୁ ମଧୁସ୍ମିତା କରିଥିବା ଭିଡ଼ିଓରେ କ'ଣ କହୁଛନ୍ତି ଶୁଣନ୍ତୁ ...
#love #husband #extramaritalaffairs #odisha