ମୁଁ କାହା ପାଇଁ, ଆଉ କିଏ ମୋ ପାଇଁ ...
କେଉଁଠି ଥରେ ପଢିଥିଲି କି ଯଦି ତୁମେ ଚାହୁଁଛ ଦେଖିବାକୁ ସେ ବିଶେଷ ଲୋକ କୁ ଯେ ତୁମ ପାଇଁ ଆସି ତୁମର ସବୁ ଦୁଃଖ ଦୂର କରିଦେବ, ତାହେଲେ ଥରେ ଯାଇ ଦର୍ପଣ ଆଗରେ ଛିଡା ହୋଇଯାଅ।
Personal
•
06
Jan
2026 11:12 PM
•