Srujanee Logo

ଓଡ଼ିଆ ରେ ଆଇପିଏଲ କମେଣ୍ଟ୍ରୀ

ଆମ ନିଜ ଭାଷା କୁ ଯଦି ସମ୍ମାନ ନଦେବା ଆମ ପାଇଁ କଣ ଆମ ପଡ଼ୋଶୀ ଆସି ଲଢ଼େଇ କରିବେ। ଆମକୁ ଓଡ଼ିଆ ଭାଷା କହିଲେ ଲାଜ ଲାଗେ, ଆମକୁ ଆଧୁନିକ ଲାଗେ ନାହିଁ ତେଣୁ ଜାତୀୟ ସ୍ତରରେ ବି ଓଡ଼ିଆ ଭାଷା ଭଳି ଶାସ୍ତ୍ରୀୟ ଭାଷା ବି ସେତିକି ସମ୍ମାନିତ ହୋଇ ପାରିନାହିଁ।

Sports

•

29
Mar
2024 12:44 AM

•


ଓଡ଼ିଆ ରେ ଆଇପିଏଲ କମେଣ୍ଟ୍ରୀ