ଓଡ଼ିଶା ର ୫ ଟି ମୁଖ୍ୟ ମହା ବିଶ୍ଵ ବିଦ୍ୟାଳୟ
ସମ୍ପ୍ରସାରଣ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟର ଭୂମିକା କଣ ସମ୍ପ୍ରସାରଣ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟର ଭୂମିକା କ’ଣ? ଶିକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକ " ଏକ ଅଞ୍ଚଳରେ ଉଚ୍ଚଶିକ୍ଷା ପାଇଁ ସୁଯୋଗ ପ୍ରଦାନ କରନ୍ତି ଏବଂ ଏହି ଅଞ୍ଚଳର ସ୍ଥାନୀୟ ସମ୍ପ୍ରଦାୟ ପାଇଁ ବଦ୍ଧିକ ତଥା ସାଂସ୍କୃତିକ ଭିତ୍ତିଭୂମି ଭାବରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି " ଏବଂ ଏହା ସାମାଜିକ, ଅର୍ଥନତିକ ଏବଂ ସାଂସ୍କୃତିକ ଅବଦାନରେ ସହାୟକ ହେବ ବୋଲି ଆଶା କରାଯାଉଛି। କ୍ଷେତ୍ରର ବିକାଶ " ଓଡ଼ିଶା ରେ ବହୁତ୍ ଗୁଡାଏ ବିଶ୍ବ ମହାବିଦ୍ୟାଳୟ ରହିଛି ସେହିଁ ମଧ୍ୟରୁ ୫ ଟି ମୂଖ୍ୟ ମହାବିଦ୍ୟାଳୟ ର ବିଷୟ ରେ ମୁଁ ଏହି ମୋ ବ୍ଲଗ୍ ରେ ଜଣାଇବି ପ୍ରଥମ ହଉଛି ଓଡିଶା ର ରାଜଧାନୀ ଭୁବେଶ୍ବର ଠାରେ ଥିବା ଉତ୍କଳ ବିଶ୍ୱ ମହାବିଦ୍ୟାଳୟ, ଦୂତୀୟ ହଉଛି ଗଞ୍ଜାମ ଜିଲ୍ଲା ର ବ୍ରହ୍ମପୁର ବିଶ୍ୱ ମହାବିଦ୍ୟାଳୟ, ତୃତୀୟ ସମ୍ବଲପୁର ଜିଲ୍ଲା ର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ଚତୁର୍ଥ ବାଲେଶ୍ୱର ଜିଲ୍ଲା ର ଫକିର ମୋହନ ବିଶ୍ୱ ବିଦ୍ୟାଳୟ , ପଞ୍ଚମ ପୁରୀ ଜିଲ୍ଲାର ଶ୍ରୀ ଜଗନ୍ନାଥ୍ ସଂସ୍କୃତ ବିଶ୍ୱ ବିଦ୍ୟାଳୟ ।। ଉତ୍କଳ ବିଶ୍ୱବିଦ୍ୟାଳୟ ଓଡ଼ିଶାର ପ୍ରଥମ ବିଶ୍ୱ ବିଦ୍ୟାଳୟ ଓ ଭାରତ ର ୧୭ ତମ ପୁରାତନ ବିଶ୍ଵବିଦ୍ୟାଳୟ। ଉତ୍କଳ ବିଶ୍ୱ ବିଦ୍ୟାଳୟ , ଭୁବନେଶ୍ୱର ରାଜ୍ୟ ରେ ମଦର୍ ଉନେଭର୍ସିଟୀ ଭାବରେ ଜଣାଶୁଣା । ଆଧୁନିକ ଓଡ଼ିଶା ର ବିକାଶ ରେ ଏହା ଅତୁଳନୀୟ ଅବଦାନ ରହିଛି । ବିଶ୍ୱ ବିଦ୍ୟାଳୟ କୁ ଅନେକ ପ୍ରତିଷ୍ଠିତ ଅଧ୍ୟାପିକା ସେବା କରିଛନ୍ତି। ଏକାଡେମୀ ଓ ଅନୁସନ୍ଧାନ ରେ ଏହାର ଉଲ୍ଲେଖ ନୀୟ ସଫଳତା ବିଶ୍ୱ ବିଦ୍ୟାଳୟ କୁ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସାହାଯ୍ୟ କଲା । ବିହାର ରୁ ଓଡ଼ିଶା ଅଲଗା ହେବା ଏବଂ ଏପ୍ରିଲ ୧୯୩୬ ରେ ଓଡ଼ିଶା ର ନୂତନ ପ୍ରଦେଶ ସୃଷ୍ଟି ହେବା ପରେ ଓଡ଼ିଶା ରେ ଏକ ପୃଥକ୍ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପ୍ରଦେଶ ର ନେତା ଙ୍କ ମଧ୍ୟ ରେ ପ୍ରବଳ ଇଚ୍ଛା ଥିଲା ୧୯୩୬ ପର୍ଯ୍ୟନ୍ତ ସମସ୍ତ college ପାଟଣା ବିଶ୍ବିଦ୍ୟାଳୟ କିମ୍ବା ଆନ୍ଧ୍ର ବିଶ୍ଵବିଦ୍ୟାଳୟ ଅଧୀନ ରେ ଥିଲା । ପରବର୍ତ୍ତୀ ସମୟ ରେ ୨ ମାର୍ଚ୍ଚ ୧୮୩୮ ରେ ଏକ କମିଟି ଗଠନ କରି ଥିଲେ । ଏବଂ ପଣ୍ଡିତ ନୀଳକାନ୍ତ ଦାସ ଏହାର ଅଧ୍ୟକ୍ଷ ଭାବରେ ଓଡ଼ିଶା ରେ ଏକ ପୃଥକ୍ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ହେବାର ସମ୍ଭାବନା ପରୀକ୍ଷା କରି ଥିଲେ । ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଅଗ୍ରଣୀ ଭୂମିକା ଗ୍ରହଣ କରି ଥିବା ମହାରାଜ କୃଷ୍ଣଚନ୍ଦ୍ର ଗଜପତି ପ୍ରୀମୀୟ ପ୍ରିସ୍ ସମୟ ରେ ଏହି କମିଟି ର ସୁପାରିଶ ଉପଲବ୍ଧ କରା ଗଲା । ଓଡ଼ିଶା ସରକାର ଙ୍କ ତତ୍କାଳୀନ ଶିକ୍ଷ୍ୟା ମନ୍ତ୍ରୀ ପଣ୍ଡିତ ଗୋଦାବରୀଶ ମିଶ୍ର ଉତ୍କଳ ବିଶ୍ୱ ବିଦ୍ୟାଳୟ ବିଲ ଉପସ୍ଥାପନ କରି ଥିଲେ, ଯାହା କି ୩୦ ଜୁନ୍ ୧୯୪୩ ରେ ଓଡ଼ିଶା ବିଧାନ ସଭା passed ହୋଇ ଥିଲା ।
Govt. Affairs
•
12
Mar 2024 5:01 PM
•