ପାଠକଙ୍କ ପାଇଁ ପ୍ରଶ୍ନ 

ଆଜି କାଇଁ ବସି ବସି ମନରେ ଉଠେ ଅନେକ ପ୍ରଶ୍ନ.. ହେ ପାଠକେ ଦେବ କି ଉତ୍ତର ମୋତେ ନ ଦେଇ କଷ୍ଟ!! ସତରେ କଣ ନାରୀ ସବଳା ଓ ସଂପୂର୍ଣ୍ଣା...ତେବେ Acid ଆକ୍ରମଣ ପ୍ରସଙ୍ଗ ଉଠିଲେ କାହିଁକି ଉଠେ ନାରୀର କଥା!!!  କେବେ ତ ଜାଣିନାହିଁ ପୁରୁଷକୁ ଏ ପ୍ରକାର ଆକ୍ରମଣ..... ତଥାପି ନାରୀକୁ ଦିଆଯାଏ ଚରିତ୍ରହୀନାର ବ୍ୟାଖ୍ୟାଣ!!!! ପିଲାଦିନୁ ଗାନ୍ଧୀ, ନେହୁରୁଙ୍କ ଜୟନ୍ତୀ କରିଛି ପାଳନ .... କିନ୍ତୁ କାହିଁ ମନେପଡୁନାହିଁ କୌଣସି ନାରୀଙ୍କ ଜୟନ୍ତୀକୁ ବିଦ୍ୟାଳୟରେ କରିଥିବା ପାଳନ!!!! ସବୁବେଳେ ସମ୍ବାଦ ପୃଷ୍ଠାରୁ ପଢ଼ିଛି ନବଜାତ ଶିଶୁର ଉଦ୍ଧାର... କେବେ ଅନୁଧ୍ୟାନ କରିଛନ୍ତି ଶିଶୁଟି କେଁଉ ବର୍ଗର!!!!

Lifestyle

22
Apr
2024 3:48 PM


ପାଠକଙ୍କ ପାଇଁ ପ୍ରଶ୍ନ