ପ୍ରଥମ

ସେଦିନ ଟ୍ରେନ କମ୍ପାଟମେଣ୍ଟରେ ବେଶୀ ଲୋକ ନଥାନ୍ତି। ମନୋଜ ବାବୁ ନିଜ ସିଟରେ ଏକୁଟିଆ। ବ୍ୟାଗରୁ ଖବରକାଗଜଟା କାଢି ତାକୁ ପଢିବାପାଇଁ ଖୋଲିଛନ୍ତି କି ନାହିଁ ତାଙ୍କ ସାମ୍ନା ସିଟରେ ଲମ୍ବା ଚଉଡା ହେଇ ଜିନ୍ସପିନ୍ଧା ଟୋକାଟିଏ ଆସି ବସିଗଲା। ଆଖିରେ କଳା ଚଷମା। ଗୋଡ଼ରେ ସ୍ପୋର୍ଟସ ଜୋତା। ହାତରେ ଷ୍ଟାଇଲିଆ ଘଣ୍ଟା।

Lifestyle

08
Mar
2024 9:30 AM


ପ୍ରଥମ