ସମାଜ ର ରହସ୍ୟମୟୀ ଜଙ୍ଗଲ- "ଆମାଜନ"Society's Mysterious Forest - "Amazon"
ଯାହାକୁ ଦୁନିଆର ଅମ୍ଳଜାନ ର କେନ୍ଦ୍ରବୋଲି କୁହାଯାଏ l କେଵଳ ଭଲ ବାତାବରଣ ନୁହେଁ ସ୍ୱଚ୍ଛ ପାଣି ମଧ୍ୟ ଏଠାରେ ମିଳିଥାଏ lଏହି ଜଙ୍ଗଲ ଦେଇ ଯାଇଥିବା ନଦୀ ଆମାଜନ ନଦୀ ମଧ୍ୟ କେଉଁ ଛୋଟମୋଟର ନଦୀ ନୁହେଁ l ଆହୁରି ମଧ୍ୟ କୁହାଯାଏ ଯଦି କେହି ସେ ଜଙ୍ଗଲରେ ବାଟବଣା ହୋଇଯାଏ ତେବେ ଆଉ ଫେରିବା ଅସମ୍ଭବ l ଯାହାକୁ ଦୁନିଆର ଫୁସଫୁସ ମଧ୍ୟ କୁହାଯାଏ l
Literature
•
19
Apr 2024 9:27 PM
•
