ସମୟ ସହ ସବୁ ଠିକ୍ ହେଇଯିବ।ଟିକେ adjust କରିନେ।
ଆଜି କାଲି ଯୌତୁକ ନିର୍ଯାତନା ବହୁତ୍ ବଢ଼ି ଗଲାଣି। ଅନେକ ଝିଅ ମାନେ ଏହାର ଶିକାର ହେଉଛନ୍ତି ।କିଛି ଜଣ ଏହା ବିରୁଦ୍ଧରେ ସ୍ବର ଉଠାଇଛନ୍ତି ଆଉ କିଛି ଜଣ ଚୁପ୍ ଚାପ୍ ସବୁ ସହି ଯାଉଛନ୍ତି ।ଆଉ ଅନେକ ଝିଅ ମାନଂକ ଘର ଲୋକେ ତାଙ୍କୁ କୁହନ୍ତି ସମୟ ସହ ସବୁ ଠିକ୍ ହେଇଯିବ।
Professional
•
29
Aug 2025 12:01 PM
•