Srujanee Logo

ସେ ଗାନ୍ଧାରୀ ଆଧୁନିକତାର

ମିଛ ସମ୍ପର୍କ ଆଉ ସ୍ବାର୍ଥ ହାସଲ ଆଗରେ ଭାଙ୍ଗି ଯାଏ ସେଇ ସ୍ନେହମୟୀ ଜନନୀର କେତେ ଆଶା,ଭରସା....ସେ ଭୋଗ କରେ ଗାନ୍ଧାରୀ ସମ ପୀଡା ଅନ୍ଧ ପୁଟୁଳି ବାନ୍ଧି ସେହି ନିସ୍ୱାର୍ଥ ପ୍ରେମ ବାଣ୍ଟି ଦେଇଥିବା ମାଆ କେବେ ପ୍ରତୀତ ହୁଏ ବୋଝ ଭଳି ତ କେବେ ହେଇ ଯାଏ ବେସାହାରା...

Personal

•

08
Mar
2025 11:16 PM

•


ସେ ଗାନ୍ଧାରୀ ଆଧୁନିକତାର