ଶେଷ ସମାଜ ରେ ମଣିଷ

କଣ ପାଇଁ ମଣିଷ ଭିକ୍ଷା ବୃତ୍ତି କରୁଛି ,କଣ ପାଇଁ ମଣିଷ ଏ ସମାଜ ରେ ଅଟହାଶ୍ୟର ପାତ୍ର ହେଉଛି ,ଆମେ କଣ ଖାଲି ମଞ୍ଚ ତଳେ ବସି ତାଳି ମାରିବା ଲୋକ କି ଏହିପରି କିଛି ଅନୁଭୂତି କୁ ନେଇ ଆଜିର ଏ ଉପସ୍ଥାପନା

Lifestyle

11
Feb
2025 12:44 AM


ଶେଷ ସମାଜ ରେ ମଣିଷ